ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ମେଡ଼ିକାଲ୍ ରେ

ବୃତ୍ତି

ଆୟୁର୍ବେଦିକ୍ ଡାକ୍ତର


ଆୟୁର୍ବେଦିକ୍ ଡାକ୍ତର

NCS CODE: 2222.0100 | HW039

ଆୟୁର୍ବେଦିକ୍ ଡାକ୍ତରମାନେ ପାଶ୍ଚାତ୍ୟ ଚିକିତ୍ସା, ପାଥୋଲୋଜି, ଫାର୍ମାକୋଲୋଜି, ଡାଇଗ୍ନୋଷ୍ଟିକ୍ ରିପୋର୍ଟ୍ ବିଷୟରେ କାର୍ଯ୍ୟକାରୀ ଜ୍ଞାନ ଥିବା ବେଳେ ଆୟୁର୍ବେଦିକ ଦୃଷ୍ଟିକୋଣରୁ ରୋଗକୁ ବୁଝି ତାର  ଚିକିତ୍ସା କରନ୍ତି  ।

ଆବଶ୍ୟକ ଦକ୍ଷତା :
  • ସହାନୁଭୂତି 
  • ପର୍ଯ୍ୟବେକ୍ଷଣ 
  • ସମସ୍ୟା-ସମାଧାନ
  • ଧୈର୍ଯ୍ୟ 
  • ଅନ୍ୟକୁ ଆରୋଗ୍ୟ କରିବାରେ ଆଗ୍ରହ
ସଫଳତାର କାହାଣୀ

ରେଖା ନାହର

ରେଖା ନାହର ଜଣେ ଆୟୁର୍ବେଦିକ୍ ଡାକ୍ତର (ବିଏଏମ୍ଏସ୍) ଏବଂ ତାଙ୍କର ପ୍ରାୟ ଦୁଇ ଦଶନ୍ଧିର ଅଭିଜ୍ଞତା ରହିଛି, ଯିଏ  କି ମହିଳାଙ୍କ ସ୍ୱାସ୍ଥ୍ୟ ରେ ବିଶେଷଜ୍ଞ । ସେ ଚଣ୍ଡିଗଡ଼ର ଶ୍ରୀ ଧନୱନ୍ତରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଏବଂ ହସ୍ପିଟାଲରୁ ଡିଗ୍ରୀ ପ୍ରଶିକ୍ଷଣ ହାସଲ କରିଥିଲେ ଏବଂ ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା କେରଳ ଆୟୁର୍ବେଦ୍ ଏକାଡେମୀରୁ ତାଙ୍କର ସାର୍ଟିଫିକେଟ୍ ହାସଲ କରିଥିଲେ ।

 

 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ