ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଇଞ୍ଜିନିୟରିଂ ରେ

ବୃତ୍ତି

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍


ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍

NCS CODE: 2151.0302 | E011

ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ମାନେ ବୈଦ୍ୟୁତିକ ମୋଟର୍, ରାଡାର୍ ଏବଂ ନେଭିଗେସନ୍ ସିଷ୍ଟମ୍, ଯୋଗାଯୋଗ ପ୍ରଣାଳୀ କିମ୍ବା ଶକ୍ତି ଉତ୍ପାଦନ ଉପକରଣ ପରି ବୈଦ୍ୟୁତିକ ଉପକରଣର ପ୍ରସ୍ତୁତି୍, ବିକାଶ, ପରୀକ୍ଷଣ ଏବଂ ତଦାରଖ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ସମାଲୋଚନାତ୍ମକ ଚିନ୍ତାଧାରା
  • ଯୋଗାଯୋଗ ଦକ୍ଷତା 
  • ଦଳଗତ କାର୍ଯ୍ୟ 
  • ନିଷ୍ପତ୍ତି ନେବା
  • ସାଂଗଠନିକ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ  
ସଫଳତାର କାହାଣୀ

ଗଗନଦୀପ ସିଂ ମଥାରୋର

ଗଗନଦୀପ ସିଂ ମଥାରୋର ଜଣେ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ୍ ଇଞ୍ଜିନିୟର୍ । ସେ ଭିଆଇଟି ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ମ୍ୟୁନିକ୍ ବୈଷୟିକ ବିଶ୍ୱବିଦ୍ୟାଳୟରୁ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଗଗନଦୀପ ଇଂଲଣ୍ଡର ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ଇନୋଭିଓକ୍ସ୍ ପ୍ରକଳ୍ପରେ ଜଣେ ମେରି କ୍ୟୁରି ପ୍ରାରମ୍ଭିକ ପର୍ଯ୍ୟାୟ ଗବେଷକ (ଇଏସଆର୨) ଅଟନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ