NCS CODE: 7411.0100 | V004
ଇଲେକ୍ଟ୍ରିସିଆନ୍ ଇଲେକ୍ଟ୍ରିକ୍ ଡିଭାଇସ୍ କିମ୍ବା ଇଲେକ୍ଟ୍ରିକାଲ୍ ତାର ସ୍ଥାପନ, ପରିଚାଳନା, ରକ୍ଷଣାବେକ୍ଷଣ କିମ୍ବା ମରାମତି କରିଥାଆନ୍ତି |
ଢେଙ୍କାନାଳ ଜିଲ୍ଲାର ଯୁବକ ଶ୍ରୀ ଗୋପବନ୍ଧୁ ଦୋରା ୬ ମାସର ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍ ପାଠ୍ୟକ୍ରମ ପାଇଁ ଭୁବନେଶ୍ଵର ଏସ୍ ଡିଆଇରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳ ହେବା ପରେ ତାଙ୍କୁ ଲିଟନ୍ ଇଣ୍ଡିଆ ପକ୍ଷରୁ ମାସିକ ୧୫୦୦୦/- ଟଙ୍କା ଦରମାରେ ଚାକିରି ପ୍ରଦାନ କରାଯାଇଥିଲା। ତାଙ୍କର ଦକ୍ଷତା ଅନୁଯାୟୀ ବର୍ଷକ ମଧ୍ୟରେ ସୁପରଭାଇଜର୍ ସ୍ତରକୁ ପଦୋନ୍ନତି କରାଯିବା ସହ ମାସିକ ଦରମା ୨୫୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଥିଲା ।