ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

କୃଷି ରେ

ବୃତ୍ତି

ଉଦ୍ୟାନ ବିଜ୍ଞାନୀ


ଉଦ୍ୟାନ ବିଜ୍ଞାନୀ

NCS CODE: 2132.0200 | SC018

ଉଦ୍ୟାନ ବିଜ୍ଞାନୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ  ଉଦ୍ୟାନ କୃଷି ପରିଚାଳନାରେ ଦକ୍ଷତା ରଖନ୍ତି । ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ନୂତନ କିସମ ଓ ଅମଳକ୍ଷମ ଫଳ, ପନିପରିବା, ଫୁଲ ଚାଷ ଉପରେ ଗୁରୁତ୍ଵାରୋପ କରିବା ।

 

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ
  • ସମସ୍ୟା ସମାଧାନ
  • ବିଶ୍ଳେଷଣ କୌଶଳ
  • ଉଦ୍ଭାବନ
  • ଜଳସେଚନ
  • ଲ୍ୟାଣ୍ଡସ୍କେପିଂ
  • ପୋକ ଓ ରୋଗ ପରିଚାଳନା  
  • ଯୋଜନା କୌଶଳ
  • ଉଦ୍ଭିଦ ଚିହ୍ନଟ
ସଫଳତାର କାହାଣୀ

କୃଷ୍ଣ ଲାଲ ଚଢ଼ା

କୃଷ୍ଣ ଲାଲ ଚଢ଼ା ଜଣେ ଭାରତୀୟ ଉଦ୍ୟାନ କୃଷି ବୈଜ୍ଞାନିକ, ଲେଖକ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ପୂର୍ବତନ ଜାତୀୟ ପ୍ରଫେସର । ୨୦୧୨ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ବେସାମରିକ ସମ୍ମାନ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ