NCS CODE: NA | IT009
ଏସ୍ଇଓ ମ୍ୟାନେଜର୍ ମାନେ କମ୍ପାନୀର ସାମଗ୍ରିକ ଏସ୍ଇଓ ରଣନୀତିର ଯୋଜନା, କାର୍ଯ୍ୟକାରୀ ଏବଂ ପରିଚାଳନା କରନ୍ତି । ସେମାନେ ସାଧାରଣତଃ ୱେବ୍ ମାର୍କେଟିଂ, ୱେବ୍ ଆନାଲିଟିକ୍ସ, ବିଷୟବସ୍ତୁ ରଣନୀତି ଯୋଜନା, ଲିଙ୍କ୍ ବିଲ୍ଡିଂ ଏବଂ କିୱାର୍ଡ ଷ୍ଟ୍ରାଟେଜି ଭଳି ବିଭିନ୍ନ ପ୍ରକାରର କାମ ସମ୍ପାଦନା କରନ୍ତି ।
ଷ୍ଟେଫନି କାଷ୍ଟିଲୋ ନ୍ୟୁୟର୍କ ଟାଇମ୍ସ୍ ର ଆସୋସିଏଟ୍ ଏସଇଓ ମ୍ୟାନେଜର୍ ଅଟନ୍ତି । ଏହା ପୂର୍ବରୁ ସେ ହର୍ଷ୍ଟ ମାଗାଜିନ୍ ଏବଂ ଟାଇମ୍ ଇନକର୍ପୋରେଟେଡ୍ ର ନ୍ୟୁଜ୍ ଗ୍ରୁପ୍ ଭଳି ମିଡିଆ ହାଉସ୍ ରେ କାମ କରିଥିଲେ। ସେ କିଙ୍ଗସ୍ କଲେଜ୍ ରୁ ଇଂରାଜୀ ଓ ଗଣଯୋଗାଯୋଗରେ ବିଏ କରିଛନ୍ତି।