ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଶିକ୍ଷା ରେ

ବୃତ୍ତି

କ୍ରୀଡ଼ା ପ୍ରଶିକ୍ଷକ


କ୍ରୀଡ଼ା ପ୍ରଶିକ୍ଷକ

NCS CODE: 2341.0100 | ED002

ଜଣେ କ୍ରୀଡା ପ୍ରଶିକ୍ଷକ କ୍ରୀଡାବିତ କିମ୍ବା କ୍ରୀଡାଦଳକୁ ନିର୍ଦ୍ଦେଶ ଓ ପ୍ରଶିକ୍ଷଣ ଦିଅନ୍ତି ଏବଂ ସମସ୍ତ ବର୍ଗର  କ୍ରୀଡାବିତମାନଙ୍କୁ ଦକ୍ଷତା ଅନୁଯାୟୀ  ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରନ୍ତି।  

ଆବଶ୍ୟକ ଦକ୍ଷତା :
  •  କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ
  •  ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ପ୍ରଦର୍ଶନକୁ ଉତ୍ସାହିତ କରିବାର ଦକ୍ଷତା
  •  ସମସ୍ୟା ର ବିଶ୍ଳେଷଣ କରିବାର କ୍ଷମତା
  •   ସ୍ଥିରତା ଏବଂ ଧୈର୍ଯ୍ୟ
  • ଉତ୍ତମ ସାଂଗଠନିକ ଦକ୍ଷତା
  • ଦଳଗତ  କାର୍ଯ୍ୟ ଦକ୍ଷତା
  • ପ୍ରାଥମିକ ଚିକିତ୍ସା ଦକ୍ଷତା
  • ଯୁବପିଢି ସହିତ  କାର୍ଯ୍ୟକରିବାକୁ ଉତ୍ସାହିତ କରିବା
ସଫଳତାର କାହାଣୀ

ସୁନୀତା ଶର୍ମା

ସୁନୀତା ଶର୍ମା ହେଉଛନ୍ତି ଭାରତର ପ୍ରଥମ ମହିଳା କ୍ରିକେଟ୍ କୋଚ୍। ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବାରେ ସୁନୀତା ଭାରତର ପ୍ରଥମ ମହିଳା କ୍ରିକେଟ୍ କୋଚ୍ ହୋଇ କ୍ରୀଡ଼ା ଇତିହାସ ସୃଷ୍ଟି କରିବା ସହ ତାଙ୍କର ଅନେକ ଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ଖେଳୁଛନ୍ତି। ତାଙ୍କୁ ୨୦୦୫ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ