ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଗ୍ରାମୀଣ ସେବା ରେ

ବୃତ୍ତି

ଗ୍ରାମୀଣ ଡାକ ସେବକ


ଗ୍ରାମୀଣ ଡାକ ସେବକ

NCS CODE: NA | GV013

ଗ୍ରାମୀଣ ଡାକ ସେବକ (ଜି.ଡି.ଏସ୍) ପୋଷ୍ଟମାଷ୍ଟର୍ କିମ୍ବା ସବ୍ ପୋଷ୍ଟମାଷ୍ଟର୍‌ଙ୍କୁ ଷ୍ଟାମ୍ପ୍ ଓ ଷ୍ଟେସ୍‌ନାରୀ ବିକ୍ରି, ମେଲ୍ ସ୍ଥାନାନ୍ତରରେ ସାହାଯ୍ୟ କରନ୍ତି । ସେ ରେଲୱେ ମେଲ୍ ସର୍ଭିସ୍ (ଆର୍.ଏମ୍.ଏସ୍) ଯେପରିକି ଗୋଟିଏ ଚିଠି ବ୍ୟାଗ୍ ଚୟନ, ପ୍ରେରଣ ଓ ବିନିମୟ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ସମୟ ପରିଚାଳନା
  • ମୌଳିକ କମ୍ପ୍ୟୁଟର ଦକ୍ଷତା
  • ଗ୍ରାହକ ସେବା
ସଫଳତାର କାହାଣୀ

ସୁମନ ବାପ୍ପା

ସୁମନ ବାପ୍ପା କୋଲକାତାର ଇଣ୍ଡିଆ ପୋଷ୍ଟ ଶାଖାରେ ପୋଷ୍ଟମାଷ୍ଟର୍ ଅଟନ୍ତି । ଟେକ୍ନୋ ଇଣ୍ଡିଆ ସଲ୍ଟଲେକ୍ (ଟିଆଇଏସ୍ଏଲ୍)ରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସେ ବି.ଟେକ କରିଛନ୍ତି।

 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ