NCS CODE: 2265.0100 | HW036
ଜଣେ ପୋଷଣ ବିଜ୍ଞାନୀ ଗ୍ରାହକଙ୍କ ଖାଦ୍ୟ ଆବଶ୍ୟକତାକୁ ମୂଲ୍ୟାଙ୍କନ କରନ୍ତି, ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପୋଷକ ତତ୍ତ୍ୱର ପ୍ରଭାବ ବିଷୟରେ ସୂଚନା ପ୍ରଦାନ କରିବା ସହ ପରାମର୍ଶ ଦିଅନ୍ତି ।
ରୁଜୁତା ଦିୱେକର ଜଣେ ଅଗ୍ରଣୀ ପୋଷଣ ବିଶେଷଜ୍ଞ । ସେ ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ପୋଷଣ ଉପରେ ଅନେକ ପୁସ୍ତକ ଲେଖିଛନ୍ତି କ୍ରୀଡ଼ା ବିଜ୍ଞାନ ଓ ପୋଷଣ କ୍ଷେତ୍ରରେ ପୃଷ୍ଠଭୂମି ଥିବାରୁ ସେ ଫିଟନେସ୍ ପରାମର୍ଶ ଦେବା ପାଇଁ ମଧ୍ୟ ଜଣାଶୁଣା ୨୦ ବର୍ଷର କ୍ୟାରିୟରରେ ରୁଜୁତା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ କ୍ରୀଡ଼ାବିତ୍ ସବୁ ବର୍ଗର ଗ୍ରାହକଙ୍କ ସହ କାମ କରିଛନ୍ତି।