ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଡିଜାଇନ୍ ରେ

ବୃତ୍ତି

ଫୁଟ୍ ୱେର୍ ଡିଜାଇନର୍


ଫୁଟ୍ ୱେର୍ ଡିଜାଇନର୍

NCS CODE: 7536.0400 | DS016

ଫୁଟ୍ ୱେର୍ ଡିଜାଇନର୍ ମାନେ ପୁରୁଷ, ମହିଳା ଏବଂ ପିଲାଙ୍କ ଜୋତା ପାଇଁ ନୂତନ ଡିଜାଇନ୍ ଏବଂ ନମୁନା ଢାଞ୍ଚା ବିକଶିତ କରନ୍ତି ।

ଆବଶ୍ୟକ ଦକ୍ଷତା :

   

  • ସୃଜନଶୀଳତା 
  • ଚିତ୍ରାଙ୍କନ 
  • ସ୍କେଚିଂ
  • କମ୍ପ୍ୟୁଟର-ଏଡେଡ୍ ଡିଜାଇନ୍ (ସିଏଡି)
  • ଫ୍ୟାଶନ୍ ଡିଜାଇନ୍
  • ଢାଞ୍ଚା ନିର୍ମାଣ
ସଫଳତାର କାହାଣୀ

ପାୟଲ କୋଠାରୀ

ଭାରତୀୟ ଜୋତା ଡିଜାଇନର ପାୟଲ କୋଠାରୀ ହେଉଛନ୍ତି ଦେଶର ଏକ ଟପ୍ ଡିଜାଇନର ଜୋତା ଦୋକାନ 'ଭେରୁସ୍କା'ର ପ୍ରତିଷ୍ଠାତା। ସେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜିର ପୂର୍ବତନ ଛାତ୍ର, ଆସେସରୀ ଡିଜାଇନ (ବି.ଡେସ୍)ରେ ସ୍ନାତକ ହାସଲ କରିଛନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ