ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

କୃଷି ରେ

ବୃତ୍ତି

ମତ୍ସ୍ୟ ଉନ୍ନୟନ ଅଧିକାରୀ


ମତ୍ସ୍ୟ ଉନ୍ନୟନ ଅଧିକାରୀ

NCS CODE: NA | F04

ମତ୍ସ୍ୟ ଉନ୍ନୟନ ଅଧିକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମତ୍ସ୍ୟ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ, ଯୋଜନା ଓ କାର୍ଯ୍ୟକାରୀ କରିବା ଦାୟିତ୍ଵ ଦିଆଯାଇଛି। ସେମାନଙ୍କର ପ୍ରାଥମିକ ଦାୟିତ୍ୱ ହେଉଛି ମତ୍ସ୍ୟ ସମ୍ପଦ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକଳାପ ଚିହ୍ନଟ କରିବା, ସମନ୍ୱୟ କରିବା, ଅମଳ, ପ୍ରକ୍ରିୟାକରଣ ଏବଂ ମାର୍କେଟିଂ ।

ଆବଶ୍ୟକ ଦକ୍ଷତା :

• ନେତୃତ୍ୱ

• ଯୋଗାଯୋଗ ଦକ୍ଷତା

•  ଦଳଗତ କାର୍ଯ୍ୟ

• ସମସ୍ୟା ର ସମାଧାନ

• ମାନସିକ ଚାପ ନିୟନ୍ତ୍ରଣ

• ସମୟାନୁବର୍ତ୍ତିତା

ସଫଳତାର କାହାଣୀ

ଡକ୍ଟର ହୀରାଲାଲ ଚୌଧୁରୀ

ଡକ୍ଟର ହୀରାଲାଲ ଚୌଧୁରୀ ଭାରତରେ ନୀଳ ବିପ୍ଳବକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ନୀଳ ବିପ୍ଳବର ଜନକ ଭାବରେ ସମ୍ମାନିତ ଡ. ଚୌଧୁରୀ ସାମୁଦ୍ରିକ ମାଛଧରା କ୍ଷେତ୍ରର ଉନ୍ନତି ଆଣିଥିଲେ। ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ଶିଳ୍ପରେ ନିୟୋଜିତ ଲୋକଙ୍କ ଜୀବିକାର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ