ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଡିଜାଇନ୍ ରେ

ବୃତ୍ତି

ସିନେମାଟୋଗ୍ରାଫର୍


ସିନେମାଟୋଗ୍ରାଫର୍

NCS CODE: 3521.0100 | MC005

ଜଣେ ବ୍ୟକ୍ତି ଯିଏ ଚଳଚ୍ଚିତ୍ର ନିର୍ମାଣରେ ଫଟୋଗ୍ରାଫି ଏବଂ କ୍ୟାମେରାର ତଦାରଖ କିମ୍ବା ନିର୍ଦ୍ଦେଶନା ଦିଅନ୍ତି, ବିଶେଷକରି ଯିଏ କ୍ୟାମେରା ପରିଚାଳନା କରନ୍ତି ତାଙ୍କୁ  ସିନେମାଟୋଗ୍ରାଫର୍ କୁହାଯାଏ । ସିନେମାଟୋଗ୍ରାଫର୍ ବା ଫଟୋଗ୍ରାଫି ନିର୍ଦ୍ଦେଶକମାନେ ଚଳଚ୍ଚିତ୍ର ନିର୍ମାଣ ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଆବଶ୍ୟକ ଦକ୍ଷତା :
  • ଡିଜାଇନ୍ ଏବଂ କଳାତ୍ମକ ଦକ୍ଷତା
  • ସୃଜନଶୀଳତା 
  • କମ୍ପ୍ୟୁଟର ବ୍ୟବହାର ରେ ଦକ୍ଷତା
  • ସମସ୍ୟା ସମାଧାନ
  • ଯୋଗାଯୋଗ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ  
ସଫଳତାର କାହାଣୀ

ସବିତା ସିଂ

ସବିତା ସିଂ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ରୁ ସିନେମାଟୋଗ୍ରାଫିରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ସେଥିପାଇଁ ସେ ହାୱାଇଜାଦା, ଭେଣ୍ଟିଲେଟର ଭଳି ଅନେକ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ରରେ ଫଟୋଗ୍ରାଫି ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ