ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଇଞ୍ଜିନିୟରିଂ ରେ

ବୃତ୍ତି

ସିଭିଲ୍ ଇଞ୍ଜିନିୟର୍


ସିଭିଲ୍ ଇଞ୍ଜିନିୟର୍

NCS CODE: 2142.0300 | E037

ଜଣେ ସିଭିଲ ଇଞ୍ଜିନିୟର୍ ଯିଏ କାର୍ଯ୍ୟର ଯୋଜନା, ଡିଜାଇନ, ନିର୍ମାଣ, ରକ୍ଷଣାବେକ୍ଷଣ, ପରିଚାଳନା ସହ ଭିତ୍ତିଭୂମିର ବିକାଶ କରନ୍ତି।

ଆବଶ୍ୟକ ଦକ୍ଷତା :
  • ସମାଲୋଚନାତ୍ମକ ଚିନ୍ତାଧାରା
  • ଯୋଗାଯୋଗ ଦକ୍ଷତା 
  • ଦଳଗତ କାର୍ଯ୍ୟ 
  • ନିଷ୍ପତ୍ତି ନେବା
  • ସାଂଗଠନିକ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ
ସଫଳତାର କାହାଣୀ

ଶକୁନ୍ତଳା ଏ ଭଗତ

ଭାରତର ପ୍ରଥମ ମହିଳା ସିଭିଲ୍ ଇଞ୍ଜିନିୟର୍ ଶକୁନ୍ତଳା ଏ ଭଗତ ଅନେକ ଅଭିନବ ଡିଜାଇନ୍ ପ୍ରସ୍ତୁତ କରିଥିଲେ ଏବଂ ମୁମ୍ବାଇର ଏକ ନିର୍ମାଣ ସଂସ୍ଥା 'କ୍ୱାଡ୍ରିକନ୍' ପ୍ରତିଷ୍ଠା କରିଥିଲେ, ଯାହା ବ୍ରିଟେନ୍, ଆମେରିକା ଏବଂ ଜର୍ମାନୀ ସମେତ ସମଗ୍ର ବିଶ୍ୱରେ ୨୦୦ଟି ସେତୁ ଡିଜାଇନ୍ କରିଛି। ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ଥିଲେ ।୧୯୬୦ ମସିହାରେ ଭଗତ ପେନସିଲଭେନିଆ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଏବଂ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ସିଭିଲ୍ ଇଞ୍ଜିନିୟରିଂର ସହକାରୀ ପ୍ରଫେସର ଏବଂ ଆଇଆଇଟି ମୁମ୍ବାଇରେ ହେଭି ଷ୍ଟ୍ରକଚର୍ ଲାବୋରେଟୋରୀର ମୁଖ୍ୟ ଭାବରେ ଅଧ୍ୟାପନା କରିଥିଲେ । ୨୦୧୨ରେ ତାଙ୍କର ଦେହାନ୍ତ ହୋଇଥିଲା। 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ