ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ଇଲେକ୍ଟ୍ରିସିଆନ୍


ଇଲେକ୍ଟ୍ରିସିଆନ୍

NCS CODE: 7411.0100 | V004

ଇଲେକ୍ଟ୍ରିସିଆନ୍ ଇଲେକ୍ଟ୍ରିକ୍ ଡିଭାଇସ୍ କିମ୍ବା ଇଲେକ୍ଟ୍ରିକାଲ୍ ତାର ସ୍ଥାପନ, ପରିଚାଳନା, ରକ୍ଷଣାବେକ୍ଷଣ କିମ୍ବା ମରାମତି କରିଥାଆନ୍ତି |

ଆବଶ୍ୟକ ଦକ୍ଷତା :
  • ସମସ୍ୟା ସମାଧାନ ଦକ୍ଷତା
  • ଦଳଗତ କାର୍ଯ୍ୟ
  • ସମୟାନୁବର୍ତ୍ତିତା  
  • ଯୋଗାଯୋଗ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ମାନସିକ ଚାପ ନିୟନ୍ତ୍ରଣ
ସଫଳତାର କାହାଣୀ

ଶ୍ରୀ ଗୋପବନ୍ଧୁ ଦୋରା

ଢେଙ୍କାନାଳ ଜିଲ୍ଲାର ଯୁବକ ଶ୍ରୀ ଗୋପବନ୍ଧୁ ଦୋରା ୬ ମାସର ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍ ପାଠ୍ୟକ୍ରମ ପାଇଁ ଭୁବନେଶ୍ଵର ଏସ୍ ଡିଆଇରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳ ହେବା ପରେ ତାଙ୍କୁ ଲିଟନ୍ ଇଣ୍ଡିଆ ପକ୍ଷରୁ ମାସିକ ୧୫୦୦୦/- ଟଙ୍କା ଦରମାରେ ଚାକିରି ପ୍ରଦାନ କରାଯାଇଥିଲା। ତାଙ୍କର ଦକ୍ଷତା ଅନୁଯାୟୀ ବର୍ଷକ ମଧ୍ୟରେ ସୁପରଭାଇଜର୍ ସ୍ତରକୁ ପଦୋନ୍ନତି କରାଯିବା ସହ ମାସିକ ଦରମା ୨୫୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଥିଲା ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ