ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବୈଜ୍ଞାନିକ ଅନୁସନ୍ଧାନ ରେ

ବୃତ୍ତି

ଭୂତତ୍ତ୍ୱ ବିଜ୍ଞାନୀ


ଭୂତତ୍ତ୍ୱ ବିଜ୍ଞାନୀ

NCS CODE: 2114.0100 | SC013

ଭୂତତ୍ତ୍ୱ ବିଜ୍ଞାନୀ ଭୂବିଜ୍ଞାନ ଓ ପୃଥିବୀ ଅଧ୍ୟୟନ ର ବିଶେଷଜ୍ଞ ଅଟନ୍ତି । ସେମାନେ ଭବିଷ୍ୟତ ଘଟଣାର ପୂର୍ବାନୁମାନ କରିବା ଏବଂ ସାମ୍ପ୍ରତିକ ଘଟଣାକୁ ବର୍ଣ୍ଣନା କରିବା ପାଇଁ ଗ୍ରହର ଇତିହାସକୁ ବିଶ୍ଳେଷଣ କରନ୍ତି । ଜମି ଆକଳନ ଏବଂ ସୁରକ୍ଷିତ ନିର୍ମାଣ ଯୋଜନା ପ୍ରସ୍ତୁତ କରିବା ପାଇଁ ଭୂତତ୍ତ୍ୱ ବିଜ୍ଞାନୀମାନଙ୍କୁ ନିୟୋଜିତ କରାଯାଏ ।

ଆବଶ୍ୟକ ଦକ୍ଷତା :
  • ବିବରଣୀ ପ୍ରତି ଧ୍ୟାନ  
  • ସଠିକ ନିଷ୍ପତ୍ତି ନେବା
  • ବୈଷୟିକ ଦକ୍ଷତା
  • ଯୋଗାଯୋଗ ଦକ୍ଷତା
  • ସମସ୍ୟା ର ସମାଧାନ
ସଫଳତାର କାହାଣୀ

ସୁଦୀପ୍ତ ସେନଗୁପ୍ତା

ସୁଦୀପ୍ତ ସେନଗୁପ୍ତା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଭୂତତ୍ତ୍ୱ ବିଜ୍ଞାନୀ ଯିଏ ଆଣ୍ଟାର୍କଟିକାରେ କାମ କରିଛନ୍ତି । ପୃଥିବୀ ବିଜ୍ଞାନରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇବାରେ ସେ ହେଉଛନ୍ତି ଏକମାତ୍ର ମହିଳା। ସେନଗୁପ୍ତା ଯାଦବପୁର ବିଶ୍ୱବିଦ୍ୟାଳୟରୁ ବିଏସ୍ ସି, ଏମ୍ଏସ୍ ସି ଏବଂ ପିଏଚ୍ ଡି ହାସଲ କରିଥିଲେ । ସେ ୧୯୭୦ରୁ ୧୯୭୩ ପର୍ଯ୍ୟନ୍ତ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ଭୂତତ୍ତ୍ୱ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ଲଣ୍ଡନ୍ ର ଇମ୍ପେରିଆଲ୍ କଲେଜ୍ ରେ ୩ ବର୍ଷ ଧରି ପୋଷ୍ଟ୍ ଡକ୍ଟରେଟ୍ ଗବେଷଣା କରିଥିଲେ ।  


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ