ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ପ୍ରଶାସନିକ ସେବା ରେ

ବୃତ୍ତି

ଆଇଏଏସ୍


ଆଇଏଏସ୍

NCS CODE: NA | GV008

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ଅଧିକାରୀମାନେ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଅନ୍ୟ ବୈଧାନିକ ନିୟାମକ ଅନୁଷ୍ଠାନ ଯଥା କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ), ସେବି ଏବଂ ନିର୍ବାଚନ ଆୟୋଗରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥାଆନ୍ତି। ଜନସେବାର ତଦାରଖ ଠାରୁ ଆରମ୍ଭ କରି ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ସହ ସେମାନେ ସରକାରୀ ପଦକ୍ଷେପଗୁଡ଼ିକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସୁନିଶ୍ଚିତ କରନ୍ତି ।

ଆବଶ୍ୟକ ଦକ୍ଷତା :

• ନେତୃତ୍ୱ ନେବା ଦକ୍ଷତା  

• ନିଷ୍ପତ୍ତି ନେବା

• ଯୋଗାଯୋଗ ଦକ୍ଷତା

• ସମସ୍ୟା ର ସମାଧାନ ଦକ୍ଷତା

ସଫଳତାର କାହାଣୀ

ଆନ୍ନା ରାଜମ୍

ଆନ୍ନା ରାଜମ୍ ମାଲହୋତ୍ରା ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ, ଯିଏକି କୃଷି, ରାଜସ୍ୱ, ଅର୍ଥ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ସେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଫିସର ଥିଲେ ଏବଂ ୧୯୮୯ ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ