ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଆଇନ ରେ

ବୃତ୍ତି

ଆଇନଜୀବୀ


ଆଇନଜୀବୀ

NCS CODE: 2611.09 | LG01

ଜଣେ ଓକିଲ ବିଶେଷ ଭାବରେ ଆଇନଗତ ଅଭ୍ୟାସ କରିବା ପାଇଁ ଏକ ଦେଶ ଦ୍ୱାରା ଲାଇସେନ୍ସପ୍ରାପ୍ତ ହୋଇଥାନ୍ତି |
ଜଣେ ଓକିଲ ତଥ୍ୟସଂଗ୍ରହ କରିବା, ଦଲିଲଗୁଡ଼ିକ ଆଧାରରେ ଲୋକଙ୍କୁ ଆଇନଗତ ପରାମର୍ଶ ଦେବା, ଯେପରିକି ଛାଡପତ୍ର  ମାମଲା, ରିଏଲ୍ ଇଷ୍ଟେଟ୍ କାରବାର ଇତ୍ୟାଦି ସହିତ ଜଡିତ ଆଇନଗତ ଡକ୍ୟୁମେଣ୍ଟଗୁଡିକ ଏକାଠି କରିଥାନ୍ତି|
 

ଆବଶ୍ୟକ ଦକ୍ଷତା :

• ଉପସ୍ଥାପନା ଦକ୍ଷତା
• ଯୋଗାଯୋଗ ଦକ୍ଷତା
• କୌଶଳ ପ୍ରସ୍ତୁତ କରିବା
• ସାଂଗଠନିକ ଦକ୍ଷତା 
• ସମୟ ପରିଚାଳନା 
• ବୈଷୟିକ ଦକ୍ଷତା ।
 

ସଫଳତାର କାହାଣୀ

ବୃନ୍ଦା ଗ୍ରୋଭର

ବୃନ୍ଦା ଗ୍ରୋଭର ଜଣେ ଆଇନଜୀବୀ, ଗବେଷକ ଏବଂ ମାନବାଧିକାର କର୍ମୀ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଅନେକ ଘରୋଇ ହିଂସା ମାମଲା ଲଢ଼ିଛନ୍ତି ଏବଂ ପୋକ୍ସୋ ଆଇନ ୨୦୧୨, ୨୦୧୩ର ଅପରାଧିକ ଆଇନ ସଂଶୋଧନ ଏବଂ ନିର୍ଯାତନା ନିବାରଣ ବିଲ୍ ୨୦୧୦ର ଡ୍ରାଫ୍ଟ ପ୍ରସ୍ତୁତିରେ ସହଯୋଗ କରିଛନ୍ତି। ଏହାବ୍ୟତୀତ ଅନେକ ଐତିହାସିକ ମାନବାଧିକାର ମାମଲା ଲଢିଛନ୍ତି |


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ