ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବାଣିଜ୍ୟ କ୍ଷେତ୍ର ରେ

ବୃତ୍ତି

ଆକ୍ଚୁଆରୀ


ଆକ୍ଚୁଆରୀ

NCS CODE: 2120.0200 | BFSI04

ଅତ୍ୟାଧୁନିକ ଗାଣିତିକ ଦକ୍ଷତା ସହିତ  ବିପଦ ଏବଂ ଅନିଶ୍ଚିତତାର ମାପର ପରିଚାଳନାରେ ଆକ୍ଚୁଆରୀମାନେ ବିଶେଷଜ୍ଞ ଅଟନ୍ତି।  ସେମାନେ ଆର୍ଥିକ ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ, ବ୍ୟବସ୍ଥାର ଜଟିଳତା, ମେକାନିକ୍ସ ଏବଂ ଗଣିତ ଉପରେ ଗୁରୁତ୍ୱ ଦିଅନ୍ତି ।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣ କୌଶଳ
  • ଯୋଗାଯୋଗ ଦକ୍ଷତା
  •  ପରିସଂଖ୍ୟାନ ଦକ୍ଷତା
  •  ବିପଦ ବିଶ୍ଳେଷଣ
ସଫଳତାର କାହାଣୀ

ତନବୀ ଦୋଶୀ

ତନବୀ ଦୋଶୀ ଭାରତର ସର୍ବକନିଷ୍ଠ ଆକ୍ଚୁଆରୀମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରଥମ ପ୍ରୟାସରେ ସେ ୨୩ ବର୍ଷ ବୟସରେ ସମସ୍ତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ବର୍ତ୍ତମାନ ଏଚଡିଏଫସି ଲାଇଫରେ ସିନିୟର ଆସୋସିଏଟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଆର୍ ଏ ପୋଦ୍ଦାର କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ