ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବାଣିଜ୍ୟ କ୍ଷେତ୍ର ରେ

ବୃତ୍ତି

କଷ୍ଟ୍ ଆକାଉଣ୍ଟାଣ୍ଟ୍


କଷ୍ଟ୍ ଆକାଉଣ୍ଟାଣ୍ଟ୍

NCS CODE: 2411.03 | BFSI02

କଷ୍ଟ୍ ଆକାଉଣ୍ଟାଣ୍ଟମାନେ  ଆର୍ଥିକ ନିଷ୍ପତ୍ତି ନେବା, ଖର୍ଚ୍ଚ ନିୟନ୍ତ୍ରଣ କରିବା ଏବଂ ସଂସ୍ଥାଗୁଡ଼ିକୁ  ପରିଚାଳନା କରିବାରେ ସାହାଯ୍ୟ କରନ୍ତି  । ସେମାନେ ଆର୍ଥିକ ତଥ୍ୟର ବିଶ୍ଳେଷଣ, ବଜେଟ୍ ସୃଷ୍ଟି, ମୂଲ୍ୟ ବିଶ୍ଳେଷଣ ଏବଂ ରଣନୈତିକ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ବିଶ୍ଳେଷଣ କୌଶଳ
  • ଯୋଗାଯୋଗ ଦକ୍ଷତା
  • ସମୟାନୁବର୍ତ୍ତିତା
  • ଆକାଉଣ୍ଟ ସମନ୍ୱୟ
  • ଆର୍ଥିକ ବିଶ୍ଳେଷଣ ଏବଂ ରିପୋର୍ଟ
  • ବିଶ୍ଳେଷଣାତ୍ମକ କୌଶଳ ଏବଂ ସମସ୍ୟା ସମାଧାନ ଦକ୍ଷତା
  • ଗାଣିତିକ ଦକ୍ଷତା
  • କମ୍ପ୍ୟୁଟର ଦକ୍ଷତା
ସଫଳତାର କାହାଣୀ

ବିଭୂତି ଭୂଷଣ ନାୟକ

ସିଏମ୍ଏ ବିଭୂତି ଭୂଷଣ ନାୟକ ୨୦୨୩-୨୦୨୪ ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍)/ଗ୍ରିଡ୍କୋରୁ ଡିଜିଏମ୍ (ଫାଇନାନ୍ସ୍) ଭାବେ ଅବସର ନେଇଥିଲେ। ବର୍ତ୍ତମାନ ସେ ଜଣେ କଷ୍ଟ ଆକାଉଣ୍ଟାଣ୍ଟ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ