ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

କୃଷି ରେ

ବୃତ୍ତି

ପିସିକଲଚରିଷ୍ଟ୍


ପିସିକଲଚରିଷ୍ଟ୍

NCS CODE: 2132.0900 | F05

କୃତ୍ରିମ ଉପାୟରେ ମାଛର ପ୍ରଜନନ, ପାଳନ ଏବଂ ପ୍ରତିରୋପଣରେ ବିଶେଷଜ୍ଞ ବ୍ୟକ୍ତିଙ୍କୁ ପିସିକଲଚରିଷ୍ଟ୍ କୁହାଯାଏ ।

ଆବଶ୍ୟକ ଦକ୍ଷତା :
  • ନେତୃତ୍ୱ 
  • ଯୋଗାଯୋଗ ଦକ୍ଷତା 
  • ଦଳଗତ କାର୍ଯ୍ୟ 
  • ସମସ୍ୟା ସମାଧାନ
  • ଚାପ ପରିଚାଳନା
  • ସମୟାନୁବର୍ତ୍ତିତା
ସଫଳତାର କାହାଣୀ

ପ୍ରମୋଦ କୁମାର ସାହୁ

ପ୍ରମୋଦ କୁମାର ସାହୁ ଆଇସିଏଆର୍-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍  ଫ୍ରେସୱାଟର୍ ଆକ୍ଵାକଲ୍ଚର୍, କୌଶଲ୍ୟାଗଙ୍ଗାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଡ. ସାହୁ ସେହି ଅନୁଷ୍ଠାନରେ ପ୍ରଧାନ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ପକ୍ଷରୁ ସମ୍ମାନଜନକ ଆଇସିଏଆର୍ ଜାତୀୟ ପ୍ରଫେସର୍ ପୁରସ୍କାର ରେ ସମ୍ମାନିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ଗବେଷକ ଡାକ୍ତର ସାହୁ ଗତ ତିନି ଦଶନ୍ଧି ଧରି ମାଛ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ