ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

କଳା କ୍ଷେତ୍ର ରେ

ବୃତ୍ତି

ମାନବବିଜ୍ଞାନୀ


ମାନବବିଜ୍ଞାନୀ

NCS CODE: 2632.0900 | SS022

ମାନବବିଜ୍ଞାନୀମାନେ ବିଭିନ୍ନ କୌଶଳ ମାଧ୍ୟମରେ ଅତୀତ ଏବଂ ବର୍ତ୍ତମାନର ମାନବ ସମ୍ପ୍ରଦାୟର ବୈଶିଷ୍ଟ୍ୟ ଅଧ୍ୟୟନ କରନ୍ତି ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା 
  • ସମସ୍ୟା ସମାଧାନ
  • ସାଂଗଠନିକ ଦକ୍ଷତା 
  • ଗବେଷଣା ଦକ୍ଷତା 
  • ବିଭିନ୍ନ ସଂସ୍କୃତି ବିଷୟରେ ଜାଣିବାପାଇଁ ଆଗ୍ରହ
ସଫଳତାର କାହାଣୀ

ଡଃ. ମଧୁମାଲା ଚଟ୍ଟୋପାଧ୍ୟାୟ

ଡଃ. ମଧୁମାଲା ଚଟ୍ଟୋପାଧ୍ୟାୟ ଜଣେ ଭାରତୀୟ ମାନବବିଜ୍ଞାନୀ ଯିଏ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅନୁସୂଚିତ ଜନଜାତିମାନଙ୍କର ବିଶେଷଜ୍ଞ ଅଟନ୍ତି । ୧୯୯୧ ରେ ଚଟ୍ଟୋପାଧ୍ୟାୟ ଏବଂ ତାଙ୍କର  ସହଯୋଗୀମାନେ ପ୍ରଥମେ ସେଣ୍ଟିନେଲିଜ୍ ଲୋକଙ୍କ ସହିତ ଶାନ୍ତିପୂର୍ଣ୍ଣ ଯୋଗାଯୋଗ କରିଥିଲେ । ପାଠ ପଢ଼ିବା ପରେ ସେ ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ (ଏଏନ୍ଏସ୍ଆଇ)ରେ ଗବେଷକ ଓ ପରେ ବରିଷ୍ଠ  ଗବେଷକ ଭାବେ ଯୋଗ ଦେଇଥିଲେ। 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ