ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ସହାୟକ ହେୟାର୍ ଷ୍ଟାଇଲିଷ୍ଟ୍


ସହାୟକ ହେୟାର୍ ଷ୍ଟାଇଲିଷ୍ଟ୍

NCS CODE: 5141.0202 | V006

ହେୟାର ଷ୍ଟାଇଲିଷ୍ଟ୍ ଗ୍ରାହକଙ୍କ କେଶ  କାଟନ୍ତି ଓ ବିଭିନ୍ନ   ଷ୍ଟାଇଲ୍ କରିଥାନ୍ତି। କେଶ ଧୋଇବା, ରଙ୍ଗ କରିବା ଏବଂ ସଫା କରିବା, ସେଲୁନ୍ ଉତ୍ପାଦର ସୁପାରିଶ ଏବଂ ବିକ୍ରୟ କରିବା ଏବଂ ଚାଲୁଥିବା ହେୟାର ଷ୍ଟାଇଲିଂ ଟ୍ରେଣ୍ଡ ଉପରେ ଅପଡେଟ୍ ରହିବା ସେମାନଙ୍କର ମୁଖ୍ୟ  କାର୍ଯ୍ୟ ଅନ୍ତର୍ଭୁକ୍ତ ।

ଆବଶ୍ୟକ ଦକ୍ଷତା :
  • ସୃଜନଶୀଳତା
  • ଗ୍ରାହକ-ସେବା ଦକ୍ଷତା
  • ଶୁଣିବାର ଦକ୍ଷତା
  • ସମସ୍ୟାସମାଧାନ ଦକ୍ଷତା
ସଫଳତାର କାହାଣୀ

କେ ରାଜୁ

 କେ ରାଜୁ ବ୍ରହ୍ମପୁରର ବିଶାଳ ସିଲ୍କ ସିଟିରୁ ମୁମ୍ବାଇର ଚଳଚଞ୍ଚଳ ଫ୍ୟାଶନ ହବ୍ ପର୍ଯ୍ୟନ୍ତ କେ ରାଜୁଙ୍କ ଯାତ୍ରା ହେୟାରଷ୍ଟାଇଲିଂ ଦୁନିଆରେ ସ୍ଥିରତା ଏବଂ ଦକ୍ଷତାର ଏକ ଆକର୍ଷଣୀୟ କାହାଣୀ । ପିତା କେ ରାମବାବୁଙ୍କ ଦ୍ୱାରା ୧୪ ବର୍ଷ ବୟସରେ କେଶ କାଟିବା ଆରମ୍ଭ କରିଥିଲେ । ଆର୍ଥିକ ଅଭାବ ଯୋଗୁଁ ରାଜୁ ୨୦୦୬ରେ ପାଠପଢ଼ାଛାଡ଼ି ଦେଇଥିଲେ। ପରିବାର ଚଳାଇବାପାଇଁ ସଂକଳ୍ପ ନେଇ ସେ ପ୍ରଥମେ ମାତ୍ର ୭ ଟଙ୍କା ରୋଜଗାର କରି କ୍ୟାରିୟର ଆରମ୍ଭ କରିଥିଲେ।

ହାଇପ୍ରୋଫାଇଲ ଗ୍ରାହକଙ୍କୁ ସେବା ଯୋଗାଉଥିବା ରାଜୁ ଆଜି ବ୍ରହ୍ମପୁରରେ ନିଜର ହେୟାର ସେଲୁନ୍ ସ୍ଥାପନା କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ