ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଗଣ ଯୋଗାଯୋଗ ରେ

ବୃତ୍ତି

ସାମ୍ବାଦିକ


ସାମ୍ବାଦିକ

NCS CODE: 2642.03 | MC030

ଜଣେ ସାମ୍ବାଦିକ ନିରପେକ୍ଷ ଦୃଷ୍ଟିକୋଣ ବ୍ୟବହାର କରି ବାସ୍ତବ ଘଟଣା ଗୁଡ଼ିକ ବିଷୟରେ ଖବର ଆକଳନ ଓ ଖବର ସଂଗ୍ରହ କରି ଏହାର ଉପସ୍ଥାପନ କରନ୍ତି । ସେମାନେ ଖବର ପହଞ୍ଚାଇବା ପାଇଁ ଟେକ୍ସଟ୍, ଅଡିଓ କିମ୍ବା ଫଟୋ ବ୍ୟବହାର କରିପାରିବେ ।

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ଦୃଢ଼ତା
  • ଗବେଷଣାତ୍ମକ ଦକ୍ଷତା
  • ସମସ୍ୟା ସମାଧାନ କୌଶଳ
  • ସୃଜନଶୀଳ ଲେଖା
ସଫଳତାର କାହାଣୀ

ଭକ୍ତ ତ୍ରିପାଠୀ

ଭକ୍ତତ୍ରିପାଠୀ  ହେଉଛନ୍ତି ନ୍ୟୁଜ୍ ୱାର୍ଲ୍ଡ ଓଡ଼ିଶାର ମୁଖ୍ୟ ସମ୍ପାଦକ। ସେ ଓଡ଼ିଶାର ଜଣେ ବରିଷ୍ଠ ଟେଲିଭିଜନ ସାମ୍ବାଦିକ । ସେ ଇଟିଭି ନ୍ୟୁଜ୍ ଓଡ଼ିଆର ପୂର୍ବତନ ସମ୍ପାଦକ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ଟିଭି ସହ ଇନପୁଟ ଓ ଅନୁସନ୍ଧାନକାରୀ ସମ୍ପାଦକ ଭାବେ ଜଡ଼ିତ ଥିଲେ। ଓଟିଭିରେ ରହୁଥିବା ସମୟରେ ତାଙ୍କର ପ୍ରଥମ ଓଡ଼ିଆ ଲୋକପ୍ରିୟ ଖାଦ୍ୟ କାର୍ଯ୍ୟକ୍ରମ 'ସ୍ୱାଦିଷ୍ଟ' କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା। ଏହି ସୋ' କେବଳ ରାଜ୍ୟର ଖାଦ୍ୟ ସଂସ୍କୃତିକୁ ଲୋକପ୍ରିୟ କରିନଥିଲା, ବରଂ ଶ୍ରୀ ତ୍ରିପାଠୀଙ୍କୁ ଓଡ଼ିଶା ରସଗୋଲା ଗବେଷଣାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଥିଲେ । 


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ