ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ସିଏଡି ଗହଣା ଡିଜାଇନର୍


ସିଏଡି ଗହଣା ଡିଜାଇନର୍

NCS CODE: 2166.0401 | DS014

ସିଏଡି ଅଳଙ୍କାର୍ ଡିଜାଇନର୍ ମାନେ ମୁଖ୍ୟତଃ ମୂଲ୍ୟବାନ ଧାତୁ ଏବଂ ରତ୍ନପଥର ବ୍ୟବହାର କରି କମ୍ପ୍ୟୁଟର୍ ସାହାଯ୍ୟରେ ଗହଣା ଡିଜାଇନ୍ କରି ସାମଗ୍ରୀ ତିଆରି କରନ୍ତି ।

ଆବଶ୍ୟକ ଦକ୍ଷତା :
  • ସୃଜନଶୀଳ ଚିନ୍ତାଧାରା
  • ବିବରଣୀ ପ୍ରତି ଧ୍ୟାନ  
  • ଯୋଗାଯୋଗ ଦକ୍ଷତା
  • ବୈଷୟିକ ଦକ୍ଷତା
  • ସମୟାନୁବର୍ତ୍ତିତା
ସଫଳତାର କାହାଣୀ

ଫରାହ ଖାନ ଅଲ୍ଲୀ

ଫରାହ ଖାନ ଅଲ୍ଲୀ ଜଣେ ଭାରତୀୟ ରତ୍ନ ବିଜ୍ଞାନୀ ଏବଂ ଗହଣା ଡିଜାଇନର ଯିଏ ଫରାହ ଖାନ ଫାଇନ୍ ଜୁଏଲାରୀର ପ୍ରତିଷ୍ଠାତା ସିଇଓ ଅଟନ୍ତି । ସେ ଆମେରିକାର କାଲିଫର୍ଣ୍ଣିଆର ସାନ୍ତା ମୋନିକାସ୍ଥିତ ଜେମୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆମେରିକାରୁ ଜେମୋଲୋଜି ଆଣ୍ଡ୍ ଜୁଏଲାରୀ ଡିଜାଇନରେ ସ୍ନାତକ ହାସଲ କରିଥିଲେ । ସେ ସିଏଡି ଗହଣା ଡିଜାଇନରେ ମଧ୍ୟ ଦକ୍ଷ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ