ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଧନ୍ଦାମୂଳକ କ୍ଷେତ୍ର ରେ

ବୃତ୍ତି

ସୌର ଏବଂ ଏଲ୍ଇଡି ଟେକ୍ନିସିଆନ୍


ସୌର ଏବଂ ଏଲ୍ଇଡି ଟେକ୍ନିସିଆନ୍

NCS CODE: 7421.1401 | V030

ସୌର ଏବଂ ଏଲ୍ଇଡି ଟେକ୍ନିସିଆନ୍ ମାନେ ବିଦ୍ୟୁତ୍, ଇଲେକ୍ଟ୍ରୋନିକ୍ସ୍, ଏଲ୍ଇଡି ଏବଂ ସୌର ଫଟୋଭୋଲଟାଇକ୍ (ପିଭି) ପ୍ରଣାଳୀ ବିଷୟରେ ଅଭିଜ୍ଞ ଅଟନ୍ତି। ପ୍ୟାନେଲ୍ ସ୍ଥାପନ ପାଇଁ ଢାଞ୍ଚା ପ୍ରସ୍ତୁତ କରିବା, ସୌର ଏଲ୍ଇଡି ଲାଇଟିଂ ମରାମତି କରିବା ଏବଂ ଉପଯୁକ୍ତ ଉପକରଣ ବ୍ୟବହାର କରି ସୋଲାର୍ ପ୍ୟାନେଲ୍ ସହିତ ସଂଯୋଗ କରିଥାନ୍ତି।

ଆବଶ୍ୟକ ଦକ୍ଷତା :
  • ସମସ୍ୟା ସମାଧାନ ଦକ୍ଷତା
  • ଦଳଗତ କାର୍ଯ୍ୟ 
  • ସମୟାନୁବର୍ତ୍ତିତା
  • ଯୋଗାଯୋଗ ଦକ୍ଷତା
  • ବିବରଣୀ ପ୍ରତି ଧ୍ୟାନ
  • ଚାପ ପରିଚାଳନା
ସଫଳତାର କାହାଣୀ

ଆଶୋର୍ବା ଗାଇକୱାଡଙ୍କ

ଆଶୋର୍ବା ଗାଇକୱାଡଙ୍କ ବାପା ଜଣେ କୃଷକ । ସେ ଚାଷ କାମ କରି ନିଜର ପରିବାରର ଭରଣ ପୋଷଣ କରୁଥିଲେ। ଯାହା ତାଙ୍କ ପରିବାର ପାଇଁ ଯଥେଷ୍ଟ ନଥିଲା । ଆର୍ଥିକ ସ୍ଥିତି ଖରାପ ଥିବାରୁ ଦ୍ୱାଦଶ ଶ୍ରେଣୀ ଶେଷ ହେବା ପରେ ସେ ପାଠ ପଢା ଛାଡି ତାଙ୍କ ବାପାଙ୍କୁ  ସାହାଯ୍ୟ କରୁଥିଲେ। । ଯେତେବେଳେ ସେ ପିଏମକେଭିୱାଇ କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ପାଇଲେ, ସେ ସୋଲାର୍ ପ୍ୟାନେଲ୍ ଟେକ୍ନିସିଆନ୍ ପ୍ରଶିକ୍ଷଣ ପାଇଁ ନାମ ଲେଖାଇଲେ| ତାଲିମ ଶେଷ କରି ୧୫,୫୦୦ ଟଙ୍କା ଦରମାରେ ମେସିନ୍ ଅପରେଟର୍ ଭାବରେ ଆଡଭିକ୍ ପ୍ରାଇଭେଟ୍ ଲିମିଟେଡ୍ ରେ ଚାକିରି କରିଥିଲେ। ଏହି ପ୍ରଶିକ୍ଷଣ ତାଙ୍କ ସ୍ଵପ୍ନକୁ ସାକାର କରିବା ସହ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଥିଲା।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ