ଏନ୍ ସି ଏସ୍ କୋଡ଼୍: ୫୨୪୪.୦୩୦୧ |ଜିଏନ୍ ୦୦୭
ଗ୍ରାହକ ସେବା କାର୍ଯ୍ୟନିର୍ବାହୀମାନେ ଗ୍ରାହକ ମାନଙ୍କୁ ବିଭିନ୍ନ ଉତ୍ପାଦ ବିଷୟରେ ଅବଗତ କରିବା ସହ ସେମାନଙ୍କ ଅଭିଯୋଗଗୁଡିକର ସମାଧାନ କରନ୍ତି ।
ସୌରଭ ସୁଦ୍ ଜଣେ ଉଦ୍ୟୋଗୀ ଏବଂ କାଠ ଘର ନିର୍ମାଣ କରୁଥିବା କମ୍ପାନୀ ନେଚର ହୋମ୍ସର ପ୍ରତିଷ୍ଠାତା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏବେ ୩୩ ବର୍ଷ ବୟସ୍କ ସୁଦ ୨୦୦୯ରେ ଇଣ୍ଟେଲେନେଟ୍ ଗ୍ଲୋବାଲ୍ ସର୍ଭିସେସ୍ ରୁ କଲ୍ ସେଣ୍ଟର ଏକ୍ଜିକ୍ୟୁଟିଭ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ କମ୍ପାନୀର ବର୍ତ୍ତମାନ କାରବାର ୧.୫ କୋଟି ଟଙ୍କା ରହିଛି।